Saturday, 6 November 2021
ଶ୍ରୀମାନ ମହୋଦୟ/ମହୋଦୟା ଚଳିତ ମାର୍ଗଶିର ଶୁକ୍ଳପକ୍ଷ ଚତୁର୍ଥୀ ଇଂରାଜୀ ତା-07-12-21 ରିଖ ମଙ୍ଗଳବାରଠାରୁ 11-12-21 ରିଖ ଶନିବାର ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଶ୍ରୀ ଶିବେଶ୍ୱର ମହାଦେବଙ୍କର ପ୍ରାଙ୍ଗଣରେଭଗବତୀ କାଳୀ ମନ୍ଦିର ଓ ବିଗ୍ରହ, ଶିବ ତାଣ୍ଡବ ବିଗ୍ରହ, ନୂତନ ବୃଷଭ ଏବଂ ଗ୍ରାମଦେବୀଙ୍କ ପୀଠରେ ନୂତନ ଗ୍ରାମଦେବତୀଙ୍କ ମନ୍ଦିର ଓ ପାର୍ଶ୍ୱ ଦେବତା ପ୍ରତିଷ୍ଠା କାର୍ଯ୍ୟକ୍ରମ ସାଧୁସନ୍ଥ, ପଣ୍ଡିତ, ଶ୍ରଦ୍ଧାଳୁ, ଭକ୍ତ ତଥା ଗ୍ରାମବାସୀଙ୍କ ସମାବେଶରେ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ମହାସମାରୋହରେ ଅନୁଷ୍ଠିତ ହେବl ପ୍ରଚାରକ ପଣ୍ଡିତ ଶ୍ରୀ ଚନ୍ଦ୍ରଶେଖର ମିଶ୍ରଙ୍କ ତତ୍ତ୍ୱାବଧାନରେ ଯାଜ୍ଞକ ପଣ୍ଡିତ, ପୁରୋହିତମାନଙ୍କ ଦ୍ୱାରା ପ୍ରତିଷ୍ଠା ନିମ୍ନ ସୂଚିତ କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ହେବl ଏହି ଦେବ ଦୁର୍ଲଭ ହରିନାମ ସଂକୀର୍ତ୍ତନ, ସାଧୁ, ସନ୍ଥ, ମାତୃକୃପା ଓ ଆର୍ଶୀବାଦରେ ପ୍ରାପ୍ତ ହୋଇଥାଏ l ଏଣୁ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିନିତ ନିବେଦନ ଏହି ମହାନ ମହୋତ୍ସବରେ ଯୋଗଦେଇ ଭଗବତ କୃପା ଓ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ l
Friday, 16 July 2021
Wednesday, 21 April 2021
Subscribe to:
Posts (Atom)